ପାରମ୍ପରିକ କିସମଗୁଡ଼ିକ ସଂଗ୍ରହ କରିବା, ବର୍ଣ୍ଣନା କରିବା ଏବଂ ବୃଦ୍ଧି କରିବା

ସ୍ଥାନୀୟ ଖାଦ୍ୟ ପ୍ରଣାଳୀର ଦୃଢ଼ତାକୁ ବଜାୟ ରଖିବା ପାଇଁ କୃଷି ପରିସଂସ୍ଥାନ ବିଜ୍ଞାନ ଜୈବିକ ବିବିଧତାର ସୁରକ୍ଷାରେ ସହାୟକ ହୋଇଥାଏ ଏବଂ ସଂସ୍କୃତି ତଥା ଖାଦ୍ୟ ପରମ୍ପରାକୁ ପରିପୁଷ୍ଟ କରେ। ସ୍ଥାନୀୟ କିସମର ସଂଗ୍ରହ, ବୈଶିଷ୍ଟ୍ୟ ନିର୍ଦ୍ଧାରଣ, ବୃଦ୍ଧି ଏବଂ ବିତରଣରେ ବିହନ ସଞ୍ଚୟକାରୀ ଏବଂ ବିହନ ଉତ୍ପାଦନକାରୀ ମିଳିତ ଭାବରେ ଉଦ୍ୟମ କରିପାରିବେ। ଯେତେବେଳେ ଅଧିକରୁ ଅଧିକ କୃଷକ ସ୍ଥାନୀୟ କିସମର ଭଲ ବିହନ ପାଇବେ, ଆମେ ଯଥେଷ୍ଟ ଅମଳ ସହ ପ୍ରକୃତି ତଥା ସ୍ଥାନୀୟ ସଂସ୍କୃତିକୁ ଅକ୍ଷୁଣ୍ଣ ରଖିବା ସହ ଏହା ବ୍ୟବହାର କରିପାରିବା। ଏହା ଆମର ସମାଜକୁ ଅଧିକ ସୁସ୍ଥ କରିବା ସହ ପରିବେଶ ପରିବର୍ତ୍ତନର ସମ୍ମୁଖୀନ ହେବା ପାଇଁ ଅଧିକ ଶକ୍ତିଶାଳୀ ମଧ୍ୟ କରିବ।

Current language
Oriya
Need a language?
If you would like this video translated into other languages, please contact kevin@accessagriculture.org
Uploaded
7 months ago
Duration
14:53
Produced by
Agro-Insight