<<90000000>> viewers
<<320>> entrepreneurs in 18 countries
<<5432>> agroecology videos
<<110>> languages available

ଗୋଷ୍ଠୀ ବିହନ ଭଣ୍ଡାର

Uploaded 2 years ago | Loading

କୃଷି ପରିସଂସ୍ଥାନ ବିଜ୍ଞାନ ଆବଶ୍ୟକ କରେ ଯେ ସ୍ଥାନୀୟ ଖାଦ୍ୟ ପ୍ରଣାଳୀର ଦୃଢ଼ତା ବଜାୟ ରହୁ। ଗୋଷ୍ଠୀ ବିହନ ଭଣ୍ଡାର ମଧ୍ୟ ଲୋକଙ୍କୁ ରାସାୟନିକ ପଦାର୍ଥ ସହିତ ଚାଷ କରିବା ତ୍ୟାଗ କରିବାରେ ସାହାଯ୍ୟ କରେ ଏବଂ ପାରମ୍ପରିକ କିସମର ବିହନର ଗୁଣବତ୍ତାର ସୁରକ୍ଷା ଓ ବିପଣନରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା କରିବା ଦ୍ୱାରା ସେମାନେ ଚାଷକୁ କମ୍ ବ୍ୟୟବହୁଳ କରିବା ସହ ସ୍ଥାନୀୟ ଖାଦ୍ୟ ସଂସ୍କୃତିକୁ ପ୍ରୋତ୍ସାହିତ କରିଥାନ୍ତି।

Current language
Odia
Produced by
Agro-Insight
Share this video:

With thanks to our financial partners